Login | Sign Up
logo
Inner Engineering
Login|Sign Up
Country
Also in:
বাংলা
English

ଆନ୍ତର୍ଜାତୀୟ ଯୋଗ ଦିବସ

ନିଃଶୁଳ୍କ ଯୋଗ ଅଭ୍ୟାସ ଶିଖନ୍ତୁ

«ନିଜପ୍ରତି ଦୃଷ୍ଟି ଦେବା ପାଇଁ ଏହା ଏକ ଉତ୍ତମ ସମୟ ଅଟେ । ଯଦି ଆମେ ଯଥେଷ୍ଟ ଉଦ୍ୟମ କରିବା, ତେବେ ଆମେ ଶାରୀରିକ ଭାବେ ସୁସ୍ଥ, ମାନସିକ ସ୍ତରରେ ଅଧିକ ସ୍ଥିର, ଶକ୍ତିଶାଳୀ ଏବଂ ଆଧ୍ୟାତ୍ମିକ ଭାବରେ ଅଧିକ ସମ୍ଭାବନା ସହିତ ବାହାରି ପାରିବା ।» - Sadhguru

ସଦ୍‌ଗୁରୁଙ୍କ ସହ ନିଜର ଯାତ୍ରା ଆରମ୍ଭ କରନ୍ତୁ

ସଦ୍‌ଗୁରୁଙ୍କ ଦ୍ୱାରା ପରିକଳ୍ପିତ ଏହି ସରଳ ତଥା ଶକ୍ତିଶାଳୀ ଯୋଗ ଅଭ୍ୟାସ ଦ୍ୱାରା ଆପଣଙ୍କ ଶରୀର ଏବଂ ମନର ଦାୟିତ୍ୱ ନିଅନ୍ତୁ ।

ଆପଣଙ୍କ ହାତ ପାହାନ୍ତାରେ ଉପଲବ୍ଧ ଶାଶ୍ୱତ ଯୋଗ ଜ୍ଞାନ ଦ୍ୱାରା ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଅନାବୃତ କରନ୍ତୁ ଏବଂ ସଦ୍‌ଗୁରୁଙ୍କ ଜ୍ଞାନକୁ ଆପଣଙ୍କୁ ଏକ ଆନନ୍ଦମୟ, ସୁସ୍ଥ ଏବଂ ପରିପୂର୍ଣ୍ଣ ଜୀବନ ପାଇଁ ମାର୍ଗଦର୍ଶନ କରିବାକୁ ଦିଅନ୍ତୁ ।

ନିଜର ପଥ ଚୟନ କରନ୍ତୁ...

ମାନସିକ ସ୍ଵାସ୍ଥ୍ୟ

ଯୋଗର ଉପକାରିତା

ମାନସିକ ସୁଖସମୃଦ୍ଧି ଆଣନ୍ତୁ

ଏକ ଅତୁଟ ଆଭ୍ୟନ୍ତରୀଣ ସନ୍ତୁଳନର ଆବିଷ୍କାର କରନ୍ତୁ

ମାନସିକ ଚାପ, ଉତ୍ତେଜନା ଏବଂ ଚିନ୍ତା ଦୂର କରନ୍ତୁ

ଆପଣଙ୍କର ସମ୍ପୂର୍ଣ୍ଣ ସମ୍ଭାବନାକୁ ଅନାବୃତ କରନ୍ତୁ

ମୁଁ ଜଣେ ଉତ୍ତେଜିତ ବ୍ୟକ୍ତି ଥିଲି, ତରତର ହୋଇ କଥା କହୁଥିଲି, ବିଲକୁଲ ଧିରସ୍ଥିର ନଥିଲି, ମନରେ ତିଳେ ମାତ୍ର ଶାନ୍ତି ନ ଥିଲା । ଏବେ ମୋତେ ପୁନର୍ଜନ୍ମ ପାଇବା ପରି ଲାଗୁଛି । ଶାରୀରିକ ସ୍ତରରେ, ମୁଁ କଦବା କ୍ଵଚିତ ଅସୁସ୍ଥ ହୁଏ । ମାନସିକ ସ୍ତରରେ, ଆଉ ଅତିଷ୍ଠ ହୋଇଯାଉନାହିଁ । ଆବେଗର ସ୍ତରରେ, ଆହୁରି ସନ୍ତୁଳିତ ରହୁଛି । ଏକ ଭିନ୍ନ ବ୍ୟକ୍ତି !

- ମାରିଆ, ଇଂଲଣ୍ଡ